ଶାକୁଆ ଗାଁ ମୁଣ୍ଡ ପୁରୁଣା ଇଟାଭାଟି ରାସ୍ତାରେ ଗତ ଶନିବାର ରାତିରେ ଗୁଳିକାଣ୍ଡ ଘଟଣାର ପର୍ଦାଫାଶ କରିବା ସହିତ ଗୁଳିକାଣ୍ଡର ମୁଖ୍ୟକାର୍ପଟଦାର ଓ ସହଯୋଗୀ ଉଭୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିବା ସହିତ ଗୁଳିକାଣ୍ଡରେ ବ୍ୟବହୃତ ହାତତିଆରି ଦେଶୀ ବନ୍ଧୁକ, ବାଇକ ଜବତନେଇ ସୋମବାର ଅପରାହ୍ନ ୫ଟାରେ ବେତନଟୀ ପୁଲିସ ଉପଖଣ୍ଡ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ ଇସ୍ତାହାରରେ ସୂଚନା ଦେଲେ ଏସଡିପିଓ ମିନତୀ ବିଶ୍ୱାଳ l