ଖରିଆର: ଖଡ଼ିଆଳରେ ଆଞ୍ଚଳିକ କ୍ଷେତ୍ରୀୟ ଯୁବ ଅନୁଷ୍ଠାନର 43 ତମ ବାର୍ଷିକ ଉତ୍ସବ ଓ ବିଶାଳ ମଶାଲ ଯାତ୍ରା
ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଆଞ୍ଚଳିକ କ୍ଷେତ୍ରୀୟ ଯୁବ କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନର 43 ତମ ବାର୍ଷିକ ଉତ୍ସବ ପାଳିତ। ସମଲେଶ୍ୱରୀ ମନ୍ଦିରରୁ ବାହାରିଲା ବିଶାଳ ମଶାଲ ଶୋଭାଯାତ୍ରା। ପାରମ୍ପରିକ ଖଣ୍ଡା ଓ ଲାଠି ଚାଳନା କୌଶଳ ପ୍ରଦର୍ଶନ କଲେ କ୍ରୀଡ଼ାବିତ। ମହିଳାଙ୍କ ଆତ୍ମପ୍ରତିରକ୍ଷା ପ୍ରଦର୍ଶନ ବେଶ୍ ଆକର୍ଷଣୀୟ ଥିଲା।