କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ କନ୍ତଲେଇ ମହାନ୍ତ ସାହି ରାସ୍ତାର ବାଦୁଡ଼ି ଝରା ଅଞ୍ଚଳରେ ଦନ୍ତାର ଆତଙ୍କ, ଚାଷିଙ୍କ ନିଦ ହଯେଇ ଦେଇଛି ଗୋଠଛଡ଼ା ଦନ୍ତା, ଧାନ ଫସଲ ନଷ୍ଟ କରିବା ସହିତ ମାନୁନି ସୁଲାର ଝଟକା ବାଡ଼ । ଧାନ ଫସଲ ଯଗିରହୁଥିବା ଚାଷିଙ୍କ ମଧ୍ୟରେ ଭୟର ଆତଙ୍କ । ବନବିଭାଗ ପକ୍ଷରୁ କଡ଼ା ନଜର ଆଜି ରାତ୍ରୀ ୧୧ଟା ସମୟର ସୂଚନା ।