ତଲସରା: ବୁଦନା ଓ ଦାଣ୍ଡଜମିରା ଗ୍ରାମ ନିକଟରେ ଧାନ ଫସଲ ନଷ୍ଟ କଲେ ବଣୁଆ ହାତୀ ପଲ
ମହାବୀର ପାହାଡ଼ ତଳ ଜଙ୍ଗଲରେ ରହିଥିବା ବଣୁଆ ହାତୀ ପଲ ଗତକାଲି ଠାରୁ ଝାରଖଣ୍ଡ ମୁହାଁ ହୋଇଥିବା ବେଳେ ରାସ୍ତା ରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି।ବୁଦନା ଓ ଦାଣ୍ଡଜମିରା ଗ୍ରାମ ନିକଟରେ ରହିଥିବା ବ୍ୟାପକ ଧାନ ଫସଲ ଏହି ବଣୁଆ ହାତୀ ପଲ ନଷ୍ଟ କରିଛନ୍ତି।