ରେଙ୍ଗାଲି: ତୁରୀଟିକ୍ରା ଛକ ନିକଟରେ ରାସ୍ତାରୋକ
ପୁଣି ତୁରୀଟିକ୍ରା ଛକ ନିକଟରେ ରାସ୍ତା ରୋକ l ଦୁଇ ଦିନ ପୂର୍ବେ ଧାରଣାରେ ବସିଥବା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଲିଖିତ ପ୍ରତିଶୃତି ଦିଆଯାଇଥିଲା ଯେ ଆସନ୍ତା ୮ତାରିଖ ରେ ତ୍ରିପାଖିକ ଆଲୋଚନା ହେବ ଆଉ ତା ପରେ ଭାରୀଯାନ ଚାଲିବ ବୋଲି ପରେ ଧାରଣା ରୁ ଲୋକେ ଓହୋରି ଥିଲେ l କିନ୍ତୁ ପରବର୍ତ୍ତୀ ସମୟରେ କିଛି କୁ ଚକ୍ରୀ ଲୋକ ପଇସା ନେଇ ବା ନିଜ ସ୍ୱାର୍ଥ ହାସଲ ପାଇଁ ଭାରିଜାନ କୁ ଛାଡିଥିଲେ ସେଥିପାଇଁ ପୁଣି ଲୋକେ ରାସ୍ତାରେ ବସି ନିଜ ପ୍ରତିବାଦ ଜଣାଇ ଥିଲେ l ପରେ ଉପଜିଲ୍ଲାପାଳ ଆଉ ପୋଲିସ ପ୍ରଶାସନ ଙ୍କ ତରଫରୁ ଆଉ ଏକ ଲେଖା ଦିଆଯିବା ପରେ ରାସ୍ତା ରୁ ଓହୋରି ଥିଲେ l ଲୋକଙ୍କ କହିବ