Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ଜୁନାଗଡ: ଜାରିଙ୍ଗ ନିକଟରେ ପୋଲ ତଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Junagarh, Kalahandi | Jan 10, 2026
ଜୁନାଗଡ଼ ଥାନା ଜାରିଙ୍ଗ ନିକଟରେ ଏକ କାର ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡ଼ିଥିଲେ। ଦୁର୍ଘଟଣା ରେ କାହାରି କିଛି ହୋଇନଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଓଡି ୩୩ ଏସ ୮୮୦୪ ନମ୍ବର ବିଶିଷ୍ଟ ଏକ କାର ଜୁନାଗଡ଼ ଭବାନୀପାଟଣା ଜାତୀୟ ରାଜପଥ ୨୬ ରେ ଦ୍ରୁତ ଗତି ରେ ଯାଉଥିବା ବେଳେ ଜାରିଙ୍ଗ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଓଲଟି ପଡିଥିଲା। ଦୁର୍ଘଟଣା ରେ କାର ର ଅନେକ ସ୍ଥାନରେ ଚୁରମାର ହୋଇଛି।