କୋରାପୁଟ ମେଘରାଜ କଲୋନୀରେ ନବ ବର୍ଷର ପ୍ରଥମ ଦିନରେ ଦୁଇଟି ଘରେ ଚୋରି ହୋଇଥିବା ଘଟଣାରେ କୋରାପୁଟ ଟାଉନ୍ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଗତକାଲି ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଆଜି ଅପରାହ୍ନ ଚାରିଟା ସମୟରେ ମେଘରାଜ କଲୋନୀରେ ଚୋରି ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଛି।