ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ସାହାଜବାହାଲ ଲ୍ୟାମ୍ପସ ଅନ୍ତର୍ଗତ ୬ ଗୋଟି ଧାନ ମଣ୍ଡି ରେ ଆଜି ପଯ୍ୟନ୍ତ ୧୮ ହଜାର ୨୪୬ କୁଇଣ୍ଡାଲ ୨୮ କେଜି ଧାନ କିଣା ହୋଇଛି। ପ୍ରକାଶ ଯୋଗ୍ୟ ଯେ ସାହାଜବାହାଲ ଲ୍ୟାମ୍ପସ ଅନ୍ତର୍ଗତ ୬ ଧାନ ମଣ୍ଡି ରେ ଧାନ ବିକ୍ରୀ କରିବାକୁ ୨୧୦୬ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଆଜି ପଯ୍ୟନ୍ତ ୪୭୫ ଜଣଙ୍କ ଧାନ କ୍ରୟ ସମାପ୍ତ ହୋଇଛି।