ଛତ୍ରପୁର: ଜିଲ୍ଲାରେ ବେଆଇନ ଲିଙ୍ଗ ନିର୍ଣ୍ଣୟ ରୋକିବାକୁ ପ୍ରଶାସନର କଡ଼ା ପଦକ୍ଷେପ
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିସି ଓ ପିଏନ୍ଡିଟି ଆଇନର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ। ଜିଲ୍ଲାର ସମସ୍ତ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରଗୁଡ଼ିକ ଉପରେ ରହିବ କଡ଼ା ନଜର, ନିୟମିତ ଭାବେ ଫର୍ମ ଏଫ୍ ଦାଖଲ ବାଧ୍ୟତାମୂଳକ।