ଯାଜପୁର: ୨୦ ନମ୍ବର ଜାତୀୟ ରାଜପଥ ର ସର୍ଭିସ୍ ରୋଡ ସମ୍ପ୍ରସାରଣକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା
Jajapur, Jajpur | Nov 10, 2025 ୨୦ ନମ୍ବର ଜାତୀୟ ରାଜପଥ ର ସର୍ଭିସ୍ ରୋଡ ସମ୍ପ୍ରସାରଣକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା l ଯାଜପୁର ଦେଇ ଯାଇଥିବା କୁଆଖିଆ କୟାଁଗୋଲା ୨୦ ନମ୍ବର ଜାତୀୟ ରାଜପଥ ର ସର୍ଭିସ୍ ରୋଡ ସମ୍ପ୍ରସାରଣ କୁ ବିରୋଧ । ଯାଜପୁର ସହର ର ମାନସା ପୋଲ ଠାରୁ ବୁଢ଼ା ଘାଟ ସର୍ଭିସ୍ ରୋଡ କୁ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ସାନି ଉଦ୍ୟମ କରୁଛନ୍ତି। ଗତ ସରକାର ସମୟ ରେ ଏହି ପ୍ରକଳ୍ପ କୁ ମଞ୍ଜୁରୀ ମିଳିଥିବା ବେଳେ ନୂଆ ସରକାର ଆସିବା ପରେ ପ୍ରକଳ୍ପ କୁ ବାତିଲ କରି ଦେଇଥିଲେ।