କୋରାପୁଟ ସହର: ପଥର ବ୍ୟବସାୟୀ କୋରାପୁଟ ହୋଟେଲରେ ୧୨ ଦିନ ରହିବା ପରେ ଟ୍ରେନ ଅଗରେ ଡେଇଁ ଆତ୍ମହତ୍ୟା ପରେ ପ୍ରତିକ୍ରିୟା ରଖିଛନ୍ତି ହୋଟେଲ୍ ମ୍ୟାନେଜେର
ଜୟପୁର ଅଞ୍ଚଳର ପଥର ବ୍ୟବସାୟୀ ଦୀର୍ଘ ୧୨ ଦିନ ଧରି କୋରାପୁଟ ଏକ ହୋଟେଲରେ ରହିବା ପରେ ଗତକାଲି ଟ୍ରେନ ଅଗରେ ଡେଇଁ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଆଜି ଦିନ ୧୨ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ହୋଟେଲ୍ ମେନେଜର। ଦୁଇ ଜଣ ୧୨ ଦିନ ଧରି ରହୁଥିବା ବେଳେ ଗତ କାଲି ଠାରୁ ଆତ୍ମହତ୍ୟା ଖବର ପାଇବା ପରେ ରୁମ ବନ୍ଦ୍ କରିଥିବା ସୂଚନା ଦେଇଛନ୍ତି।