କଟକ ପୌରାଞ୍ଚଳ: ଦୁର୍ଗାପୂଜା ଓ ବାଲିଯାତ୍ରା ପାଇଁ କଟକ ମହାନଗର ନିଗମର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
କଟକ ମହାନଗର ନିଗମର ସ୍ୱତନ୍ତ୍ର କାଉନସିଲ ବୈଠକରେ ଦୁର୍ଗାପୂଜା ଓ ବାଲିଯାତ୍ରା ପ୍ରସ୍ତୁତି ନେଇ ଆଲୋଚନା। ପାର୍ବଣ ସମୟରେ ରାସ୍ତା ଖୋଳା ଉପରେ ରୋକ୍ ଏବଂ ଖୋଳାଯାଇଥିବା ରାସ୍ତାର ତୁରନ୍ତ ମରାମତି ପାଇଁ ମେୟର ସୁବାଷ ସିଂହ ନିର୍ଦ୍ଦେଶ ଦେଇଛନ୍ତି।