କଳାହାଣ୍ଡି ଉତ୍ସବ ୨୦୨୬ ଉପଲକ୍ଷେ ଆଜି ପୁରୁଷ ଓ ମହିଳା ଦ୍ରୁତ ସାଇକେଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବେହେରା ଠାରୁ ପୁରୁଷ ମାନଙ୍କ ଦ୍ରୁତ ସାଇକେଲ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ମହିଳା ମାନଙ୍କ ପାଇଁ ପର୍ଲା ଠାରୁ ଆରମ୍ଭ କରାଯାଇ ଧର୍ମଗଡ଼ ଉତ୍ସବ ପଡିଆ ପର୍ଯ୍ୟନ୍ତ ପହଞ୍ଚି ଥିଲେ ।ଧର୍ମଗଡ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।