ବଲାଙ୍ଗିର ତେଲିଗୋଠପଡା ରାଧାକୃଷ୍ଣ ମନ୍ଦିର ରେ ଜାଗରଣ ଆୟୋଜିତ ବଲାଙ୍ଗିର ସହର ର ତେଲିଗୋଠପଡା ରାଧାକୃଷ୍ଣ ମନ୍ଦିର ପରିସର ରେ ଧାର୍ମିକ ଉତ୍ସାହ ମଧ୍ୟରେ ଭବ୍ୟ ଜାଗରଣ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଶହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ମନ୍ଦିର ପରିସର ଆଲୋକ ସଜା ଓ ଧୁପ ଗନ୍ଧରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ଭଗବାନ ରାଧାକୃଷ୍ଣଙ୍କ ଦର୍ଶନ କରିଥିଲେ ଏବଂ ଆୟୋଜକ ମଣ୍ଡଳୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଛନ୍ତି ଯେ ଏପରି ଧାର୍ମିକ କାର୍ଯ୍ୟକ୍ରମ ମାନବ ସମାଜରେ ଏକତା ଓ ସହଯୋଗର ବାର୍ତା ଦିଏ। ଏହି ଜାଗରଣ