ଚମ୍ପୁଆ: କଞ୍ଚନଡୁମୁରିଆ ଗାଁ ରେ ମହିଳା କଂ ସନ୍ଦେହ ଜନକ ମୣତ୍ୟୁ ହତ୍ୟା ଅଭିଯୋଗ ଆଣିଲେ ମହିଳା କଂ ମା ଘର ଲୋକ
ଚମ୍ପୁଆ ଉପଖଣ୍ଡ ବାରିଆ ଥାନା କଞ୍ଚନଡୁମୁରିଆ ଗାଁ ରେ ମହିଳା କଂ ସନ୍ଦେହ ଜନକ ମୣତ୍ୟୁ ହତ୍ୟା ଅଭିଯୋଗ କଲେ ମା ଘର ଲୋକ ଖବର ପାଇ ପୁଲିସ ଆଜି ଏଗାର ଟା ବେଳେ ମୣତକର ଶବକୁ ବିବେଛ୍ଛେଦ ପାଇଁ ଡାକ୍ତର ଖାନା ପଠାଇ ଛି