Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: କମ୍ବୁନାଥପୂର ଗ୍ରାମ ରାସ୍ତାରେ ବେଆନ ମଦ କାରବାର ନେଇ ଅବକlରି ଚଢ଼ାଉ ୧୨ଲିଟର ମଦ ଜବତ୍ସାହିତ ଆସାମୀକୁ ଗିରଫ କରି କୋଟ ଫରୁଆଡ଼

ଆଜି ରାତ୍ର ୯ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ହରଭଙ୍ଗା ଥାନା ଅନ୍ତର୍ଗତ କମ୍ବୁନାଥପୁର ଗ୍ରାମରେ ବେଆନ ମଦ କାରବାର ନେଇ, ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସପେକ୍ଟର ସୁଧୀର କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ସକାଳ ପାଖପାଖି ୧୦ଟା ସମୟରେ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ଗ୍ରାମ ରାସ୍ତାରୁ ବେଆନ ୧୨ଲିଟର ମହୁଲି ମଦ ଜବତ କରି ଏଥିରେ ସମ୍ପୃକ୍ତ ବିଶ୍ୱନାଥ ଗାଇଜାଉରିଆକୁ ଗିରଫ କରି l ଅପରାହ୍ନ ପାଖାପଖି ୫ଟା ସମୟରେ କୋଟ ଫରୁଆଡ଼
ବୌଦ୍ଧ ସଦର: କମ୍ବୁନାଥପୂର ଗ୍ରାମ ରାସ୍ତାରେ ବେଆନ ମଦ କାରବାର ନେଇ ଅବକlରି ଚଢ଼ାଉ ୧୨ଲିଟର ମଦ ଜବତ୍ସାହିତ ଆସାମୀକୁ ଗିରଫ କରି କୋଟ ଫରୁଆଡ଼ - Baudh Sadar News