ବଲାଙ୍ଗୀର: ଜରାସିଂହାରେ ଆରମ୍ଭ ହେଲା ମାଁ ପାଟଖଣ୍ଡାଙ୍କ 792 ବର୍ଷର ଐତିହାସିକ ଯାତ୍ରା
ବଲାଙ୍ଗୀର ଦେଓଗାଁ ବ୍ଲକ ଜରାସିଂହାରେ ମାଁ ପାଟଖଣ୍ଡାଙ୍କ ୭୯୨ ବର୍ଷର ଐତିହାସିକ ଯାତ୍ରା ବିଜୟା ଦଶମୀରୁ ଆରମ୍ଭ ହୋଇଛି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ପାରମ୍ପରିକ ଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି।