ଆଜି ଅକ୍ଟୋବର 23 ତାରିଖ ଗୁରୁବାର ମଧ୍ୟାହ୍ନ 12 ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧରୁଆ ଡିହି ପୋଲିସ ଶବର ପଞ୍ଚନାମା କରି ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ଏହି ଦୁର୍ଘଟଣା ଗତ କାଲି ସନ୍ଧ୍ୟା 7 :30 ପାଖାପାଖି ସମୟରେ ଘଟିଥିଲା। ପରିବାର ଲୋକେ ଦୁର୍ଘଟଣା ଗ୍ରସ୍ତ ବାଇକ ଆରୋହୀଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଟାଉନ ପୋଲିସ ଜରିଆରେ ଧରୁଆ ଡିହି ପୋଲିସକୁ ସୂଚନା ଦେଇଥିଲେ। ଆଜି ମୃତକ ପ୍ରକାଶ କିଶାନ ଙ୍କ ମାମୁଁ ଏ ନେଇ ଧର