ବଲାଙ୍ଗୀର: ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଉଦ୍ଯାପିତ: ଜିତିଲେ କୃତୀ ଖେଳାଳି
ଭୁବନେଶ୍ୱରରେ ଅନୁଷ୍ଠିତ ଏଗାର ଓ ତେର ବର୍ଷରୁ କମ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଉଦ୍ଯାପିତ ହୋଇଛି। ପ୍ରସିଦ୍ଧି ପ୍ରିୟା, ବଂଶୀକା ମଲ୍ଲିକ, ସମର୍ଥ ପାଢ଼ୀ ଓ ପ୍ରାଂଶୁକ୍ଲ ସେଠୀ ବିଭିନ୍ନ ବର୍ଗରେ ଚାମ୍ପିୟନ ହୋଇଛନ୍ତି। କ୍ରୀଡ଼ା ଅଧିକାରୀ ସୋନାଲି ଚାନ୍ଦ କୃତୀ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି।