କାମାକ୍ଷାନଗର: ନୂଆପଡା ଉପ ନିର୍ବାଚନ ପାଇଁ ଶନିବାର ୩ଟାରେ ସିଲଭା ପଂଚାୟତରେ ଏକ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ଶତ୍ରୁଘନ ଜେନା
ନୂଆପଡା ଉପ ନିର୍ବାଚନ ପାଇଁ ଶନିବାର ୩ଟାରେ ସିଲଭା ପଂଚାୟତରେ ଏକ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ଶତ୍ରୁଘନ ଜେନା ।ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ଶନିବାର ନୂଆପଡାରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ସିଲଭା ପଞ୍ଚାୟତରେ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେ ।