ଯାଜପୁର: ପାର୍ବଣ ଋତୁ କୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ନେଇ ଡୋଲୀପୁର କାର୍ଯ୍ୟାଳୟରେ ସୂଚନା ଅଧିକାରୀ ବିଭୁ ପ୍ରସାଦ ସାହୁ
Jajapur, Jajpur | Sep 29, 2025 ପାର୍ବଣ ଋତୁ କୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ନେଇ ଡୋଲୀପୁର କାର୍ଯ୍ୟାଳୟରେ ସୂଚନା ଅଧିକାରୀ ବିଭୁ ପ୍ରସାଦ ସାହୁ l ଆଭ ହେଇଛି ଦୁର୍ଗା ପୂଜା l ଏହି ସମୟରେ ସାଧାରଣତଃ ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ହେଉଛି l ତେବେ ଏହା ଉପରେ ରୋକ ଲଗେଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଡୋଲୀପୁର ଅବକାରୀ ବିଭାଗ l ତେବେ ପାର୍ବଣକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହେଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ଅବକାରୀ ଅଧିକାରୀ ଶ୍ରୀ ସାହୁ l