Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Accident
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand

ଦେବଗଡ: ସିଡିଏଓ ସମ୍ମିଳନୀ କକ୍ଷରେ ବିଶ୍ୱ ମୃତିକା ଦିବସ ପାଳିତ, ଯୋଗଦେଲେ ବିଭିନ୍ନ ବିଭାଗର ଅଧିକାରୀ

ଦେବଗଡ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ବିଶ୍ୱ ମୃତିକା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ‘ସୁସ୍ଥ ସହର ପାଇଁ ସୁସ୍ଥ ମୃତିକା’ ସମ୍ପର୍କିତ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୃତିକାର ପରିମାପ, ପର୍ଯ୍ୟବେକ୍ଷଣ ଏବଂ ମୃତିକା ପରିଚାଳନା ସମ୍ପର୍କିତ ବହୁ ଉପାଦେୟ ତଥ୍ୟ ମଂଚାସୀନ ଅତିଥିଗଣ ପ୍ରକାଶ କରିଥିଲେ ।

MORE NEWS