କଟକ ପୌରାଞ୍ଚଳ: କଟକ ଦୁର୍ଗାପୂଜା: ୨୦ରୁ ଅଧିକ ମଣ୍ଡପ ବୁଲିଲେ ବିଜେଡି ନେତା ଓ ମେୟର
କଟକ ସହରରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ମେୟର ସୁବାସ ସିଂହଙ୍କ ସମେତ ଅନ୍ୟ ନେତାମାନେ ୨୦ରୁ ଅଧିକ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ସହରର ବିଭିନ୍ନ ଅଞ୍ଚଳରେ ମା’ଙ୍କ ଦର୍ଶନ ସହ ପୂଜା କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଭାବ ବିନିମୟ କରିଛନ୍ତି।