ସୁନ୍ଦରଗଡ ସହର: ଗତ କାଲି କରମ ଡିହି ଗୁଳିକାଣ୍ଡ ର ଶିକାର ହୋଇଥିବା ଅରୁଣ ନାୟକ ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ହୋଇଥିବା ସୂଚନା
ସୁନ୍ଦରଗଡ ଅପରାହ୍ନ ୪ ଟା ସମୟର ସୂଚନା ଅନୁଯାୟୀ ଗତ କାଲି କରମ ଡିହି ଗୁଳିକାଣ୍ଡ ର ଶିକାର ହୋଇଥିବା ଅରୁଣ ନାୟକ ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ହୋଇଥିବା ସୂଚନା ରାଉରକେଲା ଆପୋଲୋ ହସ୍ପିଟାଲରେ ଚିକିତ୍ସା ଧିନ ଅବସ୍ଥାରେ ଅଛନ୍ତି