ବିଞ୍ଝାରପୁର: ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟରେ ସହାୟତା କେନ୍ଦ୍ର ନ ଖୋଲିବାକୁ ନେଇ ରୋଗୀ ଅସନ୍ତୋଷ,ଖୋଲିବାକୁ ରୋଗୀଙ୍କ ସମ୍ପର୍କୀୟଙ୍କ ଦାବୀ
ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟରେ ସହାୟତା କେନ୍ଦ୍ର ନ ଖୋଲିବାକୁ ନେଇ ରୋଗୀ ଅସନ୍ତୋଷ,ଖୋଲିବାକୁ ରୋଗୀଙ୍କ ସମ୍ପର୍କୀୟ ବୃନ୍ଦାବନ ମିଶ୍ରଙ୍କ ଦାବି l ମୁଖ୍ୟ ଚିକିତ୍ସାଳୟ ଥିବା ସହାୟତା କେନ୍ଦ୍ର ଗତ କିଛିଦିନ ହେବ ଖୋଲା ଯାଉନାହିଁ l ଯାହାଫଳରେ ରୋଗୀ ଆସି ଚିକିତ୍ସା ପାଇଁ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେପଟେ ଏହି କେନ୍ଦ୍ରକୁ ଖୋଲିବାଜୁ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି ଶ୍ରୀ ମିଶ୍ର l