ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ବରହମପୁର ଠାରେ ସେବା ପକ୍ଷ ର ଶୁଭାରମ୍ଭ ଦିବସ ରେ ଚାରା ରୋପଣ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଆରମ୍ଭ ହୋଇଚି ସେବା ପକ୍ଷ,ସେପ୍ଟେମ୍ବର 17 ରୁ ଅକ୍ଟୋବର ମାସ ଦୁଇ ତାରିଖ ପର୍ଯ୍ୟନ୍ତ ଏହି ପକ୍ଷ ପାଳନ ହେବ,ଏହି ଅବସର ରେ ଭଦ୍ରକ ଜିଲ୍ଲା ରେ ଏକ ପେଡ ମା କେ ନାମ ର ଦ୍ଵିତୀୟ ସଂସ୍କରଣ ଆରମ୍ଭ ହୋଇଚି,ଭଦ୍ରକ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ସମିତି ପକ୍ଷରୁ ଜିଲ୍ଲାର ଇଛାପୁର ସ୍ଥିତ ବରହମପୁର ପଞ୍ଚାୟତ ଡାଙ୍ଗୁଆ ସାହି ଠାରେ ମା ପାଇଁ ଗଛଟିଏ ଲଗାଇବା କାର୍ଯ୍ୟକ୍ରମ ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଯୋଗ ଦେଇଥିଲେ, ଏହି ଖବର ଆଜି ଦିନ 3 ଘଟିକା ରେ ହସ୍ତଗତ ହୋଇଛି