ଅମ୍ବାଭୋନା: ରାମଖୋଲ ଗର୍ଜନପାଟ ମନ୍ଦିର ପ୍ରାଙ୍ଗଣରେ ଆଜି ଅମ୍ବାଭୋନା ବ୍ଲକ ସ୍ତରୀୟ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଲନା ଅଧିବେଶନ ଅନୁଷ୍ଠିତ ହୋଇଛି
ଅମ୍ବାଭୋନା ବ୍ଲକ ର ରାମଖୋଲ ଗର୍ଜନ ପାଟ ମନ୍ଦିର ପ୍ରାଙ୍ଗଣରେ ଅମ୍ବାଭୋନା ବ୍ଲକ ସ୍ତରୀୟ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ମହାସଂଘ ର ପ୍ରଥମ ଅଧିବେଶନ ଆଜି 11 AM ରୁ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ଅମ୍ବାଭୋନା ବ୍ଲକର ୩୦ ଖଣ୍ଡ ଗ୍ରାମ ଯୋଗଦାନ କରିଥିଲେ ଏହି ବୈଠକ ରେ ଭୈରବ ପାତ୍ର ସଭାପତିତ୍ବ କରିଥିବା ବେଳେ ନିମ୍ନଲିଖିତ ଅତିଥିଭାବେ ବ୍ୟାସଦେବ ବାରିକ, ମୋ ଜଙ୍ଗଲ ଜମି ଯୋଜନା, ଗୋଷ୍ଠୀଜଙ୍ଗଲ ସମ୍ବଳ ପରିଚାଳନା ଯୋଜନା, ଜଙ୍ଗଲ ଅଧିକାର ଆଇନ ଉପରେ ଆଲୋଚନା କରିଥିଲେ ଏହି,ବୈଠକ ରେ ବରପାହାଡ଼ ଗୋଷ୍ଠୀ ଜଙ୍ଗଲ ଅଧିକାର ମହାସଂଘ ଗଠିତ ହୋଇଛି