Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking

ବାଣପୁର: ବାଣପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ଶ୍ରେଣୀ ଗୃହର ଉଦ୍ଘାଟନ କଲେ ଆଇନ୍ ମନ୍ତ୍ରୀ

Banapur, Khordha | Jun 16, 2025
ଆଜି ଚ଼ିଲିକା ବିଧାନସଭା କ୍ଷେତ୍ରର ବାଣପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର +୨‌ ବିଜ୍ଞାନ ଶ୍ରେଣୀ ଗୃହର ଶୁଭ ଉଦଘାଟନ କଲି। ଏହି ଅବସରରେ ବାଣପୁରର ବ୍ଲକ୍ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଙ୍କ ସମେତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟିର ସଭାପତି, ସଂପାଦକଙ୍କ ଓ ସ୍ଥାନୀୟ ବୁଦ୍ଧିଜୀବୀ ଗଣ ଉପସ୍ଥିତ ଥିଲେ। ସେହିପରି ବାଣପୁର ଭଗବତୀ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ "ମେଧାବୀ ସମ୍ବର୍ଦ୍ଧନା ଉତ୍ସବ"ରେ ଯୋଗଦେଇ ଚ଼ଳିତ ବର୍ଷ ବାଣପୁର ବ୍ଲକରେ ଶତକଡା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଦଶମ ଶ୍ରେଣୀର ଦୁଇଜଣଙ୍କୁ ସମ୍ବର୍ଦ୍ଧିତ କଲେ।