ଆଜି ନଭେମ୍ୱର 10 ତାରିଖ ସୋମବାର ପୂର୍ବାହ୍ନ 10: 30 ସମୟରେ ଭେଡ଼ା ବାହାଲ ପ୍ରୟାସ କଲେଜରେ ଏହି ସଚେତନ କାର୍ଯ୍ୟକ୍ରମ ସଦର ପୋଲିସ କରିଛନ୍ତି। ତେବେ କଲେଜରେ ପଢୁଥିବା ଛାତ୍ରୀମାନଙ୍କୁ ଆଜି ସ୍ୱତନ୍ତ୍ର ଭାବେ ସଚେତନ କରିଛନ୍ତି ସଦର ଥାନା ଅଧିକାରୀ ସସ୍ମିତା ଦେବତା, ଏସ ଆଇ ସୁଶୀଲ ବଗର୍ତ୍ତୀ ଓ ତାଙ୍କ ସାଇବର ଟିମ। ସାଇବର ଅପରାଧି ମାନେ ଅଧିକ ସମୟ ଅନ୍ ଲାଇନରେ ଥିବା, କ୍ରମାଗତ ଭିଡ଼ିଓ କଳିଙ୍ଗ ଆଟେଣ୍ଡ କରୁଥିବା, ବା ଭିଡିଓ କଲିଙ୍ଗରେ କଥା ହେଉଥିବା ଝିଅ ମାନଙ୍କୁ ବର୍ତ୍ତମାନ ଟାର୍ଗେଟ କରୁଛନ୍ତି। ତାଙ୍କ ଫୋଟୋକୁ ବିଭ୍ରାନ୍ତି କରି ଅନ୍ତରଙ୍ଗ ଦୃଶ୍ୟ ଦେଖାଇ ସେମାନଙ୍କୁ ବ୍ଲାକ ମେଲି