ବଡ଼ସାହି ଥାନା ଅଧୀନ ଚାଉଳିଆଶୋଳ ସାପ୍ତାହିକ ହାଟ ସମେତ ଆଖପାଖ ଇଲାକାରେ ସୋମବାର ଅପରାହ୍ନ ଚାରିଟାରେ ଚୋରା ଦେଶିମଦ କାରଖାନା ଉପରେ ଚଢ଼ାଉକରି ସାପ୍ତାହିକ ହାଟରୁ ଚୋରା ଦେଶିମଦ ସମେତ ଆଖପାଖ ଜଙ୍ଗଲିଆ ସ୍ଥାନରୁ ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମ ଜବତ ପୂର୍ବକ ନଷ୍ଟ କଲା ଅବକାରୀ ବିଭାଗ l