Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ନବରଙ୍ଗପୁର ପୋଲିସ ଷ୍ଟେସନ: ବେହେରାଗୁଡାରେ ନାରୀଶକ୍ତି ଅନୁଷ୍ଠାନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ ସହ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେହେରାଗୁଡାରେ ନାରୀଶକ୍ତି ଅନୁଷ୍ଠାନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ ସହ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ନାରୀ ଶକ୍ତି ଆନୁକୂଲ୍ୟରେ ବେହେରା ଗୁଡ଼ା ଗ୍ରାମରେ ଏକ ସଚେତନତା ସଭା ଆୟୋଜନ କରାଯିବା ସହ ମା ଭଉଣୀ ଶିଶୁ ଓ ଆବଶ୍ୟକତା ଥିବା ଲୋକମାନଙ୍କୁ ଶୀତ ବସ୍ତ୍ର ଓ ପୋଷାକ ବିତରଣ କରାଯାଇଥିଲା। ବାଲ୍ୟ ବିବାହ ଉଚ୍ଛେଦ, ନିଶାଦ୍ରବ୍ୟ ବର୍ଜନ, ସମସ୍ତଙ୍କ ପାଇଁ ଶିକ୍ଷା ର ଆବଶ୍ୟକତା ସମ୍ଵନ୍ଧରେ ସଂଗଠନର କୋଷାଧ୍ୟକ୍ଷା ମନୋରମା ମାଝୀ, ଅଧ୍ୟକ୍ଷା ସ୍ୱର୍ଣ୍ଣ ଲତା ପଟ୍ଟନାୟକ, ଉପାଧ୍ୟକ୍ଷା ସୋଫିଆ ବେଗମ,ପ୍ରମୁଖ ଉପସ୍ଥିତ ଥିଲେ
ନବରଙ୍ଗପୁର ପୋଲିସ ଷ୍ଟେସନ: ବେହେରାଗୁଡାରେ ନାରୀଶକ୍ତି ଅନୁଷ୍ଠାନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ ସହ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ - Nabarangapur PS News