ପରଜଙ୍ଗ: ଜହ୍ନାପଡ଼ା ଗାଁ ଠାରେ ମୋଦିଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗଦେଲେ ବ୍ଲକ ଅଧକ୍ଷା
ଜହ୍ନାପଡ଼ା ଗାଁ ଠାରେ ମୋଦିଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ଉପସ୍ଥିତ ଥିଲେ ବ୍ଲକ ଅଧକ୍ଷା ଶମିଷ୍ଠା ଦଳବେହେରା ପରଜଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରାଙ୍କ ଙ୍କ ନେତୃତ୍ୱରେ ମା" ପାଇଁ ବୃକ୍ଷଟିଏ ଜରିଆରେ ବିଡ଼ିଓ ସୌଭାଗ୍ୟ କୁମାର ବେହେରା , ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ , ଜିଲ୍ଲା ପରିଷଦର ସଭ୍ୟ ନିରାକାର ପ୍ରଧାନ ଏବଂ ସମସ୍ତ କର୍ମଚାରୀ ଅଂଶ ଗ୍ରହ