କାମାକ୍ଷାନଗର: କାମାକ୍ଷାନଗରରେ ରବିବାର ୫ଟାରେ ଅବସର ପ୍ରାପ୍ତ ସୈନିକ ସଙ୍ଘ ତରଫରୁ ଅପରେସନ ସିନ୍ଦୁର ପାଇଁ ପରିକ୍ରମା ରାଲି କରାଯାଇଛି
କାମାକ୍ଷାନଗରରେ ରବିବାର ୫ଟାରେ ଅବସର ପ୍ରାପ୍ତ ସୈନିକ ସଙ୍ଘ ତରଫରୁ ଅପରେସନ ସିନ୍ଦୁର ପାଇଁ ପରିକ୍ରମା ରାଲି କରାଯାଇଛି ।ଅପରେସନ ସିନ୍ଦୁର ପାଇଁ ରବିବାର କାମାକ୍ଷାନଗର ସହର ମଧ୍ୟରେ ଅବସର ପ୍ରାପ୍ତ ସୈନିକ ସଙ୍ଘ ତରଫରୁ ଏକ ପରିକ୍ରମା ରାଲି କରାଯାଇଛି ।ଏଥିରେ ଅବସର ପ୍ରାପ୍ତ ସୈନିକ ମାନେ ସାମିଲ ହୋଇଥିଲେ ।