ସୁନ୍ଦରଗଡ ସହର: ଗୋପାଳ ପୁର ବିସ୍ଥାପିତ ପରିବାର ଲୋକେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ଜଣାଇଲେ
ସୁନ୍ଦରଗଡ ମଙ୍ଗଳ ବାର ଦିନ ୧୧ ଟା ସମୟରେ ଗୋପାଳ ପୁର ବିସ୍ଥାପିତ ପରିବାର ଲୋକେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଙ୍କୁ ସାକ୍ଷାତ କରି ତାଙ୍କ ଦାବି ଜଣାଇଲେ ଓ ସମାଧାନ ପାଇଁ ଆଲୋଚନା କରିଥିଲେ