ଚମ୍ପୁଆ: ଚମ୍ପୁଆ ରେଞ୍ଜ ଚନ୍ଦ୍ର ଶେଖର ପୁର ଗ୍ରାମ ର ବସାସାହି ରେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଗଲେ ହାତୀପଲ
ଚମ୍ପୁଆ ରେଞ୍ଜ ଚନ୍ଦ୍ର ଶେଖର ପୁର ଗ୍ରାମ ର ବସା ସାହିରେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଗଲେ ହାତୀ ପଲ ହାତୀ ପଲ ରାତି ସାରା ଗାଁ ରେ ବ୍ୟାପକ କ୍ଷୟକ୍ଷତି କରିବା ପରେ ସକାଳ ଏଠାରେ ନିକଟସ୍ଥ କାଟୁଳିକନା ଜଙ୍ଗଲ କୁ ଚାଲିଯାଇଛନ୍ତି