Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ସ୍ତ୍ରୀ କୁ ସମାଜ ଆଗରେ ବଦନାମ କରିବା ପାଇଁ ସ୍ଵାମୀ ର ଷଡ଼ଯନ୍ତ୍ର। ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ସ୍ତ୍ରୀ। #mahimatv Ajit Kumar Sahoo Journalist Rajesh Behera Rajkishore Behera Dinabandhu Pradhan Rajesh Pradhan Dinabandhu Pradhan Pratima Jena Pradip Das Hitesh Jena Rajashre Panigrahi

Basta, Balasore | Jul 26, 2026

MORE NEWS

#ବ୍ରାଉନ_ସୁଗର_ହବରେ_ଖୋଲିଲା_ନିଶା_ମୁକ୍ତ_କେନ୍ଦ୍ର ।
ଆଜି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ମୁନସିପାଲଟି ଅନ୍ତର୍ଗତ ବାସନ୍ତୀ ପଡ଼ିଆ ନିକଟରେ ନୟା ସୁରୁଆତ କଲ୍ୟାଣ ସଂସ୍ଥା ର ନିଶା ମୁକ୍ତ କେନ୍ଦ୍ର ର ଶୁଭାରମ୍ଭ । ପଥ ଭ୍ରଷ୍ଟ ଯୁବଗୋଷ୍ଠୀଙ୍କ ପରିବାର ରେ ଖୁସି ଆଣିବା ର ମୂଳ ଲକ୍ଷ୍ୟ ନେଇ ନୟା ସୁରୁଆତ କଲ୍ୟାଣ ସଂସ୍ଥା ର ଚେୟାରମେନ ଦିଲ୍ଲୀପ କୁମାର ସାମନ୍ତ (ପପୁ)ସୁଜିତ ପ୍ରଧାନ ଉପ-ସଭାପତି, ସଶାଙ୍କ ଜେନା -ସଚିବ, ଜୟନ୍ତ କୁମାର ପାଠୀ-ଅଧ୍ୟକ୍ଷ, ଅମିତ କୁମାର ମହାନ୍ତି, ଦେବାଶିଷ ଚୌଧୁରୀ, ସୁଭାଶିଷ ଗିରି, ଅସୀମ କୁମାର ଦାସ ଆଗେଇ ଆସିଛନ୍ତି । ଆଗକୁ ବୃଦ୍ଧା ଆଶ୍ରମ ସହ ଅନେକ ଗୁଡ଼ିଏ ସାମାଜିକ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଚେୟାରମେନ ଦିଲ୍ଲୀପ କୁମାର ସାମନ୍ତ ପ୍ରକାଶ କରିଥିଲେ । 
#drugfree #ngo #seva #balasore #Jaleswar
#mahimatv Mahima TV Dinabandhu Pradhan Rajesh Pradhan @top fans

#ବ୍ରାଉନ_ସୁଗର_ହବରେ_ଖୋଲିଲା_ନିଶା_ମୁକ୍ତ_କେନ୍ଦ୍ର । ଆଜି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ମୁନସିପାଲଟି ଅନ୍ତର୍ଗତ ବାସନ୍ତୀ ପଡ଼ିଆ ନିକଟରେ ନୟା ସୁରୁଆତ କଲ୍ୟାଣ ସଂସ୍ଥା ର ନିଶା ମୁକ୍ତ କେନ୍ଦ୍ର ର ଶୁଭାରମ୍ଭ । ପଥ ଭ୍ରଷ୍ଟ ଯୁବଗୋଷ୍ଠୀଙ୍କ ପରିବାର ରେ ଖୁସି ଆଣିବା ର ମୂଳ ଲକ୍ଷ୍ୟ ନେଇ ନୟା ସୁରୁଆତ କଲ୍ୟାଣ ସଂସ୍ଥା ର ଚେୟାରମେନ ଦିଲ୍ଲୀପ କୁମାର ସାମନ୍ତ (ପପୁ)ସୁଜିତ ପ୍ରଧାନ ଉପ-ସଭାପତି, ସଶାଙ୍କ ଜେନା -ସଚିବ, ଜୟନ୍ତ କୁମାର ପାଠୀ-ଅଧ୍ୟକ୍ଷ, ଅମିତ କୁମାର ମହାନ୍ତି, ଦେବାଶିଷ ଚୌଧୁରୀ, ସୁଭାଶିଷ ଗିରି, ଅସୀମ କୁମାର ଦାସ ଆଗେଇ ଆସିଛନ୍ତି । ଆଗକୁ ବୃଦ୍ଧା ଆଶ୍ରମ ସହ ଅନେକ ଗୁଡ଼ିଏ ସାମାଜିକ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଚେୟାରମେନ ଦିଲ୍ଲୀପ କୁମାର ସାମନ୍ତ ପ୍ରକାଶ କରିଥିଲେ । #drugfree #ngo #seva #balasore #Jaleswar #mahimatv Mahima TV Dinabandhu Pradhan Rajesh Pradhan @top fans

Basta, Balasore | Jul 26, 2026