ସୁନ୍ଦରଗଡ ସହର: ଜିଲ୍ଲା ପ୍ରେସ କ୍ଲବରେ ବରୋଭଘାର ଓ ଆଳୁପଡ଼ା ଗ୍ରାମବାସୀ ଙ୍କ ପକ୍ଷରୁ NTPC ର ଆଭିମୁଖ୍ୟ କୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ସୁନ୍ଦରଗଡ ମଙ୍ଗଳ ବାର ଦିନ ୧୨ ଟା ସମୟରେ ଜିଲ୍ଲା ପ୍ରେସ କ୍ଲବ ରେ ବରୋଭଘାର ଓ ଆଳୁପଡ଼ା ଗ୍ରାମବାସୀ ଙ୍କ ପକ୍ଷରୁ NTPC ର ଆଭିମୁଖ୍ୟ କୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି