ପରଜଙ୍ଗ: ଟାଟା କମ୍ପାନୀ ଜୁଲମ ନେଇ କାମାକ୍ଷାନଗର ଡାକ ବଙ୍ଗଳା ଠାରେ ବିଭିର୍ନ୍ନ ସଂଗଠନର ବୈଠକ ଅନୁଷ୍ଠିତ
ଟାଟା କମ୍ପାନୀ ଜୁଲମ ନେଇ କାମାକ୍ଷାନଗର ଡାକ ବଙ୍ଗଳା ଠାରେ ବିଭିର୍ନ୍ନ ସଂଗଠନର ବୈଠକ ଅନୁଷ୍ଠିତ କାମାକ୍ଷାନଗର ଅଞ୍ଚଳରେ ଟାଟା କମ୍ପାନୀ ପକ୍ଷରୁ ଜୁଲମ ଜାରି ହେଉଥିବାରୁ ଏହାର ପ୍ରତିବାଦରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଗୁରୁବାର ଅପରାହ୍ନ ୫ଟାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ପାଠକ ବିଚାର ମଞ୍ଚର ସଭାପତି ଜ୍ଞାନରଞ୍ଜନ ମିଶ୍ର ଅଧ୍ୟକ୍ଷତା କରି ଟାଟା କମ୍ପାନୀର ଚାଲିଥିବା ଜୁଲମ ଉପରେ ଆଲୋକପାତ କରି ଏଭଳି ଜୁଲମ କିପରି ବନ୍ଦ କରାଯାଇ ପାରିବ ସେ ଉପର