ସୋର: ବାରିକପୁର ହାଟରେ ରାବଣ ପୋଡ଼ି, ଯୋଗଦେଲେ ସୋର ବିଧାୟକ
Soro, Balasore | Oct 22, 2026 ବାଲେଶ୍ୱର ବାହାନଗା ବ୍ଲକର ବାରିକପୁର ହାଟଠାରେ ମହାଆଡ଼ମ୍ବରରେ ପାଳିତ ହେଲା ରାବଣ ପୋଡ଼ି ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ମାଧବ ଧଡ଼ା ଯୋଗଦେଇ ଶ୍ରଦ୍ଧାଳୁଙ୍କ ସହ ଉତ୍ସବ ପାଳନ କରିଛନ୍ତି।