ବଡଚଣା: ଚଣ୍ଡିଖୋଲ ଛକରେ ଅଘଟଣ,ରାସ୍ତା ଉପରେ ଥିବା ଵିଜ୍ଞାପନ ଖୁଣ୍ଟ ଉପୁଡି ପଡିଲା ସ୍କୁଟି ଓ ବାଇକ ଗାଡି ଉପରେ,ସ୍ଥାନୀୟ ଅଂଚଳରେ ଉତେଜନା
ଚଣ୍ଡିଖୋଲ ଛକରେ ଅଘଟଣ,ରାସ୍ତା ଉପରେ ଥିବା ଵିଜ୍ଞାପନ ଖୁଣ୍ଟ ଉପୁଡି ପଡିଲା ସ୍କୁଟି ଓ ବାଇକ ଗାଡି ଉପରେ,ସ୍ଥାନୀୟ ଅଂଚଳରେ ଉତେଜନା l ଚଣ୍ଡିଖୋଲ ଟ୍ରାଫିକ ଛକରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲା l ଏହି ସମୟରେ ରାସ୍ତା ଉପରେ ଥିବା ଏକ ବିଜ୍ଞାନ ଖୁଣ୍ଟି ଉପୁଡି ପଡି ଏକ ସ୍କୁଟି ଓ ବାଇକ ଗାଡି ଉପରେ ପଡ଼ିଥିଲା l ସୌଭାଗ୍ୟ ବସତ ଚାଳକଙ୍କର କୌଣସି କ୍ଷତି ହେଇ ନଥିବା ବେଳେ ଗାଡି ଦୁଇଟି ଭାଙ୍ଗି ତୁଟି ଯାଇଥିଲା l ସେପଟେ ଏହି ଘଟଣାକୁ ନେଇ ଉତେଜନା ଲାଗିଥିଲା l ସ୍ଥାନୀୟ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା llq