କଟକ ପୌରାଞ୍ଚଳ: କଟକ ମହାନଦୀ ବିହାରରେ ସାମୂହିକ ଭାବେ ଶୁଣାଗଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍
କଟକ ମହାନଦୀ ବିହାର ଜଗନ୍ନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୮ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ବିଜେପି ନେତା ଓ ସ୍ଥାନୀୟ ବାସିନ୍ଦା। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ।