କଟକ ସଦର ଅଞ୍ଚଳରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ଉ। ମହୀଧରପଡ଼ା ହାଇସ୍କୁଲ ନିକଟରୁ ୨୨୧ ଗ୍ରାମ ବ୍ରାଉନସୁଗର ସହ ସାନ୍ତୋଳ ଗ୍ରାମର ବିକ୍ରମ ବେହେରା ଗିରଫ। ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କା।