ସୋରଡା: ଗଞ୍ଜାମ: ଋଷିକୂଲ୍ୟା ନଦୀରୁ ଭାସିଯାଇଥିବା ନାବାଳକଙ୍କ ମୃତଦେହ ଉଦ୍ଧାର
Surada, Ganjam | Oct 3, 2026 ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରଡ଼ାବିଲୀ ନିକଟ ଋଷିକୂଲ୍ୟା ନଦୀରୁ ସୋରଡା ଆଦର୍ଶ ବିଦ୍ୟାଳୟର ଜଣେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୨୮ ତାରିଖରେ ନଦୀକୁ ଶୌଚ ହେବାକୁ ଯାଇ ସେ ଭାସିଯାଇଥିଲେ ।