ପୁରୀ: ପୁରୀରେ ସାହିଭାଇ ସଂଗଠନର ସଂକଳ୍ପ ସପ୍ତାହ ଆରମ୍ଭ, ସଫା ହେଲା ମହାପୁରୁଷଙ୍କ ପ୍ରତିମୂର୍ତ୍ତି
Puri, Puri | Oct 2, 2026
ଗାନ୍ଧୀ ଜୟନ୍ତୀରୁ ଗୋପବନ୍ଧୁ ଜୟନ୍ତୀ ପର୍ଯ୍ୟନ୍ତ ପୁରୀରେ ସାହିଭାଇ ସଂଗଠନ ପକ୍ଷରୁ ସଂକଳ୍ପ ସପ୍ତାହ ପାଳନ ହେଉଛି। ପ୍ରଥମ ଦିନରେ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।