ରାଇଘର: ଗଞ୍ଜେଇ ଚାଷୀ ଗିରଫ୍ ଅବକାରୀ ବିଭାଗ ଦ୍ଵାରା ୨୨୦ ଗଞ୍ଜେଇ ଗଛ ନଷ୍ଟ
ନବରଙ୍ଗପୁର ଜିଲ୍ଲା ଉମରକୋଟ ଅବକାରୀ ବିଭାଗ ଦ୍ଵାରା କୁନ୍ଦେଇ ଥାନା ଅନ୍ତର୍ଗତ ସମଲପୁର ଗ୍ରାମରେ ଚଢ଼ାଉ କରି ମୋଟ ୨୨୦ ଟି ଗଞ୍ଜେଇ ଗଛ ନଷ୍ଟ କରିଛି । ଏଥି ସହ ଗଞ୍ଜେଇ ଚାଷ କରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି ଦିବା ୦୩ ଘଟିକା ସମୟରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ସମଲପୁର ଗ୍ରାମର ଲେମ କୁମାର ଗଣ୍ଡ । ଲେମ କୁମାର ନିଜ ଜମି ରେ ଗଞ୍ଜେଇ ଗଛ ରେ ପାଣି ଦେଉଥିବା ସମୟରେ ଅବକାରୀ ବିଭାଗ ବିଶେଷ ସୂତ୍ର ରୁ ଖବର ପାଇ ଘଟଣା ସ୍ଥଳ ରେ ପହଂଚି ଗଂଜେଇ ଗଛ କୁ ନଷ୍ଟ କରିବା ସହିତ ଲେମ୍ କୁ ଗିରଫ କରିଛି। ନଷ୍ଟ କରାଯାଇଥିବା ଗଞ୍ଜେଇ ର ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍