Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews

ଲୋଇସିଂହା: ଆଗଲପୁର ମିନି ଷ୍ଟାଡିୟମ୍‌ରେ ଆରମ୍ଭ ହେବ ୪୭ତମ ଗ୍ରାମାଞ୍ଚଳ ଫୁଟବଲ୍ ଟୁର୍ନାମେଣ୍ଟ ୨୦୨୫

Loisinga, Balangir | Nov 4, 2025
ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ର ମିନି ଷ୍ଟାଡିୟମ୍ ରେ ଆସନ୍ତା ୫ ତାରିଖ ରୁ ଆରମ୍ଭ ହେବ ୪୭ତମ ଗ୍ରାମାଞ୍ଚଳ ଫୁଟବଲ୍ ଟୁର୍ନାମେଣ୍ଟ 2025। ଆଗଲପୁର ଏଥେଲେଟିକ୍ ଆସୋସିଏସନ୍ ଆନୁକୁଳ୍ୟରେ ହେଉଥିବା ଏହି ଖେଳ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ଦୁଇଟି ମ୍ୟାଚ ଦିନ ୨ଟାରୁ ଆରମ୍ଭ ହେବ। ପ୍ରଥମ ଦିନ ଖଲିଆପାଲି ବନାମ ସାଇପାଲି ମଧ୍ୟରେ ମୁଖାମୁଖି ହେବ। ଫାଇନାଲ ମ୍ୟାଚ ୯ ତାରିଖ ଦିନ ହେବ ବୋଲି କମିଟି ଆଜି ଅପରାହ୍ନ ୪ଟା ସମୟରେ ସୂଚନା ଦେଇଛି। ଆସୋସିଏସନ୍ ଦର୍ଶକମାନଙ୍କୁ ଶାନ୍ତି ଓ ଶୃଙ୍ଖଳା ସହିତ ଖେଳ ଉପଭୋଗ କରିବାକୁ ଅନୁରୋଧ କରିଛି।