କଟକ ପୌରାଞ୍ଚଳ: କଟକରେ ଖାଦ୍ୟ ସୁରକ୍ଷା ଟିମ୍ର ଚଢ଼ାଉ, ୩୦ କିଲୋ ବାସି ଖାଦ୍ୟ ନଷ୍ଟ
କଟକ ମହାନଗର ନିଗମ ପକ୍ଷରୁ ନୁଆପଡ଼ା, ନୟାବଜାର, ପୋତାପୋଖରୀ ଓ ଶିଖରପୁରରେ ଖାଦ୍ୟ ସୁରକ୍ଷା ଯାଞ୍ଚ। ବିଭିନ୍ନ ହୋଟେଲ ଓ ଫାଷ୍ଟଫୁଡ୍ ଦୋକାନରୁ ପ୍ରାୟ ୩୦ କିଲୋଗ୍ରାମ ବାସି ଓ କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ଜବତ କରି ନଷ୍ଟ କରାଯାଇଛି।