ସୁକିନ୍ଦା: କୋରେଇ: ଅସୁସ୍ଥ ସୁବଳ ମାଙ୍କୁ ଭେଟିଲେ ସ୍ଥାନୀୟ ନେତୃତ୍ୱ
Sukinda, Jajpur | Sep 30, 2026 କୋରେଇ ନିର୍ବାଚନମଣ୍ଡଳୀ ଅସଂଝର ପଞ୍ଚାୟତର ସୁବଳ ମା ଅସୁସ୍ଥ ହୋଇ ପଡ଼ିଥିବା ବେଳେ ତାଙ୍କୁ ଭେଟିବାକୁ ଘରେ ପହଞ୍ଚିଲେ ସ୍ଥାନୀୟ ନେତୃତ୍ୱ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ସହ ଆଲୋଚନା କରି ଆଶୁ ଆରୋଗ୍ୟ କାମନା କରାଯାଇଛି।