କୋରାପୁଟ ସହର: କୋରାପୁଟ ନିର୍ବାଚନ ମଣ୍ଡଳୀ ଲମତାପୁଟ ବ୍ଲକ୍ ଆହୁଡ଼ିପଡ଼ା ଜଙ୍ଗଲ ରୁ ବନ୍ୟ ଜନ୍ତୁ ଶିକାର କରିବା ଲାଗି ବିଛା ଯାଇଥିବା ବିଦ୍ୟୁତ୍ ତାର କୁ ଲମତ
କୋରାପୁଟ ସହର.. କୋରାପୁଟ ନିର୍ବାଚନ ମଣ୍ଡଳୀ ଲମତାପୁଟ ବ୍ଲକ୍ ବାଲେଲ ଅଞ୍ଚଳ ର ଆହୁଡ଼ିପଡ଼ା ଜଙ୍ଗଲ ରୁ ବନ୍ୟ ଜନ୍ତୁ ଶିକାର କରିବା ଲାଗି ବିଛା ଯାଇଥିବା ବିଦ୍ୟୁତ୍ ତାର କୁ ଲମତାପୁଟ ବିଦ୍ୟୁତ୍ ବିଭାଗ ଜବତ୍ କରିଛି। ଆଜି ସନ୍ଧ୍ୟା ଛଅ ଟା ସମୟରେ ତୁସୁବା ଠାରୁ ବାଲେଲ୍ ଅଂଚଳ କୁ ଯାଇଥିବା ସେକ୍ଟର ୱାନ 33 କେଭି ଲାଇନ ଟ୍ରିପ ହେବାରୁ ବିଦ୍ୟୁତ୍ ବିଭାଗ ଏ ନେଇ ବାଲଲେ ଅଞ୍ଚଳ କୁ ଚେକିଙ୍ଗ କରିବାକୁ ଯାଇଥିଲେ। ଚେ କିଙ୍ଗ କରିବା ସମୟରେ ବିଦ୍ୟୁତ୍ ବିଭାଗ ଏଇ ସବୁ ତାର ଜବତ କରିଛି।