ପରଜଙ୍ଗ: ପଦ୍ମପୋଖରୀ ଗାଁ ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ
ପଦ୍ମପୋଖରୀ ଗାଁ ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଆହତ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଦ୍ମପୋଖରୀ ଗାଁ ନିକଟରେ ବୁଧବାର ରାତି ୧୦ଟାରେ ବାଇକ୍ ଦୁର୍ଘଟଣା ଜଣେ ଆହତ। ସୁଚନା ଅନୁଯାୟୀ ବାଇକ୍ ଆରୋହି ଜଣକ ମୁକ୍ତାପଶିରୁ ନିଜ ଗାଁ ଜୟପୁର କଟେଣି ଫେରୁଥିବା ବେଳେ ପଦ୍ମପୋଖରୀ ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ୍ ରୁ ଖସି ପଡ଼ିଥିଲେ।ସ୍ଥାନୀୟ ଲୋକେ ମାନେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।